ରାଜନୀତି

ପାଖେଇ ଆସିଲାଣି ନିର୍ବାଚନ

ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ବି ଛକାପଞ୍ଝା ସ୍ଥିତିରେ ୩ ଦଳ। ଛିଣ୍ଡୁନି ୧୩ଟି ବିଧାନସଭା ଆସନ।

ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ବି ଏବେ ଯାଏଁ ଏହି ଆସନରେ ଦେଇନାହାନ୍ତି ପ୍ରାର୍ଥୀ । ତେବେ ଏହି ସବୁ ସିଟ ମଧ୍ୟରେ ମୟୁରଭଞ୍ଜ ଜିଲାର ୩ ଆସନ ଥିବାବେଳେ ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲାର ରହିଛି ୨ଟି ଲେଖାଏଁ ଆସନ।

Related Articles

Back to top button
WP Twitter Auto Publish Powered By : XYZScripts.com