ଜାତୀୟ

BharatPeର ସହ ପ୍ରତିଷ୍ଠାତା ଏବଂ ପୂର୍ବତନ ଏମଡି ଅଶନୀର ଗ୍ରୋଭର ପୁଣି ଥରେ ଫିନଟେକ୍ ସେକ୍ଟରରେ ଲେଉଟାଣି ପାଇଁ ପ୍ରସ୍ତୁତ ହେଉଛନ୍ତି

BharatPeର ସହ ପ୍ରତିଷ୍ଠାତା ଏବଂ ପୂର୍ବତନ ଏମଡି ଅଶନୀର ଗ୍ରୋଭର ପୁଣି ଥରେ ଫିନଟେକ୍ ସେକ୍ଟରରେ ଲେଉଟାଣି ପାଇଁ ପ୍ରସ୍ତୁତ ହେଉଛନ୍ତି ।

ବର୍ତ୍ତମାନ ସେ ଏକ ନୂତନ ଆପ୍ ZeroPe ଲଞ୍ଚ୍ କରିବାକୁ ଯାଉଛନ୍ତି । ଏହି ଆପ୍ ୟୁଜର୍ସଙ୍କୁ ମେଡିକାଲ ଋଣର ସୁବିଧା ଦେଇଥାଏ । ଏହି ଆପ୍ ଏବେ ଟେଷ୍ଟିଂ ଫେଜରେ ଅଛି । ଗୁଗୁଲ ପ୍ଲେ ଷ୍ଟୋରର ଲିଷ୍ଟିଂ ଅନୁଯାୟୀ ଥାର୍ଡ଼ ୟୁନିକର୍ଣ୍ଣ କମ୍ପାନୀ ଦ୍ୱାରା ZeroPe ପ୍ରସ୍ତୁତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com