ଓଡ଼ିଶା

ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର

ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର । ସମସ୍ତ ୨୧ ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଏଯାଏ ୧୭ ଆସନରେ ପ୍ରାର୍ଥୀ ଦେଇଛି ।

ଫଳରେ ୧୭ ଲୋକସଭା ଆସନରେ ତ୍ରିମୁଖି ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com