ଓଡ଼ିଶା
ଝାଡଖଣ୍ଡରୁ ଆଣି ମିକ୍ସ କରି ଓଡ଼ିଶାରେ ବିକ୍ରି କରୁଥିଲା ନକଲି ମଦ

ଝାଡଖଣ୍ଡରୁ ଆଣି ମିକ୍ସ କରି ଓଡ଼ିଶାରେ ବିକ୍ରି କରୁଥିଲା ନକଲି ମଦ। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍କୁ ଯୋଗା ଯାଉଥିଲା।
ଏହି ରାକେଟର ପର୍ଦ୍ଦାଫାସ କରିଛି ରାଉରକେଲା ଅବକାରୀ ବିଭାଗ। ଏଥିସହ ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ କରିଛି । ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ନେଇ ଅବକାରୀ ଭିଭାଗ ଜାଣିବାକୁ ପାଇଥିଲେ।