ଓଡ଼ିଶା

ରାଜ୍ୟରେ ପ୍ରଥମଥର ଲାଗି ଅଗ୍ନିଶମ ବିଭାଗରେ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯିବ

ରାଜ୍ୟରେ ପ୍ରଥମଥର ଲାଗି ଅଗ୍ନିଶମ ବିଭାଗରେ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯିବ। ଏଥିଲାଗି କୁକୁରଙ୍କ ତାଲିମ୍‌‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଗ୍ନିଶମରେ ଏହି ସନ୍ଧାନୀ କୁକୁର ସାମିଲ ହୋଇ ବିପର୍ଯ୍ୟୟରେ ମୁକାବିଲାର ସାରଥି ସାଜିବେ।

ଏଥିପାଇଁ ୧୦ଟି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଖୁବ୍‌‌ଶୀଘ୍ର ଏହି ୧୦ଟି କୁକୁର ତାଲିମ୍‌‌ନେଇ ଫୁଲ୍‌‌ଦମ୍‌‌ରେ କ୍ଷେତ୍ରକୁ ବାହାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com