ଜାତୀୟ

ଏପ୍ରିଲ ୧୯ରେ ବ୍ରହ୍ମୋସ୍‌ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଫିଲିପାଇନ୍ସକୁ ହସ୍ତାନ୍ତର କରିଛି ଭାରତ

ଏପ୍ରିଲ ୧୯ରେ ବ୍ରହ୍ମୋସ୍‌ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଫିଲିପାଇନ୍ସକୁ ହସ୍ତାନ୍ତର କରିଛି ଭାରତ । ଫିଲିପାଇନ୍ସ ହେଉଛି ପ୍ରଥମ ବିଦେଶୀ ଦେଶ ଯାହାକୁ ଭାରତ ହସ୍ତାନ୍ତର କରିଛି ବ୍ରହ୍ମୋସ୍‌ ମିସାଇଲ।

ଜାନୁଆରୀ ୨୦୨୨ରେ ଫିଲିପାଇନ୍ସକୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଦେବା ପାଇଁ ଭାରତ ୩୭୫ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୩୧୩୦ କୋଟି ଟଙ୍କା ଚୁକ୍ତି କରିଥିଲା।

Related Articles

Back to top button