ଜାତୀୟ

ପତଞ୍ଜଳୀ ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବଙ୍କୁ ଝଟକା ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

ପତଞ୍ଜଳୀ ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ରାମଦେବଙ୍କୁ ଝଟକା ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନ ପାଇଁ ସର୍ବସାଧାରଣ ସମ୍ମୁଖରେ କ୍ଷମା ମାଗିବାକୁ ରାମଦେବ ବାବାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ ନିଜର ଉତ୍ପାଦକୁ ବିକ୍ରୟକରି ଲୋକମାନଙ୍କ ଲୋକମାନଙ୍କ ସ୍ୱସ୍ଥ୍ୟ ସହ ଖେଳୁଥିବାର ଅଭିଯୋଗ ମମଲାର ଶୁଣାଣି ପରେ ରାମଦେବ ମୋଟ ୬୭ଟି ଖବରକାଗଜ ସଂସ୍ଥାକୁ କ୍ଷମା ପ୍ରାର୍ଥନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com