ଜାତୀୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସାରା ବିଶ୍ୱରେ କିପରି ରହିଛି ତାହା ଏହିଥିରୁ ଦେଖିବାକୁ ମିଳୁଛି କି ଏବେ ଲୋକମାନେ କହିବାକୁ ଲାଗିଲେଣି କି ତାଙ୍କ ଭଳି ନେତା ଆମେରିକାକୁ ବି ଆବଶ୍ୟକତା ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସାରା ବିଶ୍ୱରେ କିପରି ରହିଛି ତାହା ଏହିଥିରୁ ଦେଖିବାକୁ ମିଳୁଛି କି ଏବେ ଲୋକମାନେ କହିବାକୁ ଲାଗିଲେଣି କି ତାଙ୍କ ଭଳି ନେତା ଆମେରିକାକୁ ବି ଆବଶ୍ୟକତା ରହିଛି ।
ବିଶ୍ୱର ପ୍ରସିଦ୍ଧ କମ୍ପାନୀ ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ କମ୍ପାନୀର ସିଇଓ ଜେମୀ ଡିମନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି । ମୋଦୀଙ୍କ ପ୍ରଶଂସା କରି ସେ କହିଛନ୍ତି, ଭାରତ ପାଇଁ ସେ ଅବିଶ୍ୱସନୀୟ କାମ କରିଛନ୍ତି ।