କ୍ରୀଡ଼ା

ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର ବୋଲିଂ କନସଲଟାଣ୍ଟ ଭାବେ କାମ କରିବେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡ୍ୱେନ ବ୍ରାଭୋ

ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର ବୋଲିଂ କନସଲଟାଣ୍ଟ ଭାବେ କାମ କରିବେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡ୍ୱେନ ବ୍ରାଭୋ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଆଜି ଏହା ଘୋଷଣା କରିଛି।

୪୦ ବର୍ଷୀୟ ବ୍ରାଭୋ ଇଣ୍ଡିଜ ଟିମରେ ବୋଲିଂ ଅଲରାଉଣ୍ଡର ଭାବେ ଖେଳୁଥିଲେ। ସେ ୨୯୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୬୪୨୩ ରନ କରିବା ସହ ୩୬୩ଟି ୱିକେଟ ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com