ଅନ୍ତର୍ଜାତୀୟ

ସୋଶାଲ ମିଡିଆରେ ରିଲ୍ସ ନିଶା ଜଣେ ନାବଳକଙ୍କ ଜୀବନ ନେଇଯାଇଛି

ସୋଶାଲ ମିଡିଆରେ ରିଲ୍ସ ନିଶା ଜଣେ ନାବଳକଙ୍କ ଜୀବନ ନେଇଯାଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ରିଲ୍ସ କରିବା ସମୟରେ ଭୁଲବଶତଃ ଫୁଟାଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି।

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଘଟିଥିବା ୧୭ ବର୍ଷୀୟ ନାବାଳକ ଜଣେ ରାପର୍। ଭର୍ଜିନିଆ ସ୍ଥିତ ତାଙ୍କ ଘରେ ଭିଡିଓ ରେକର୍ଡିଂ କରୁଥିଲେ। ସୋଶାଲ ମିଡିଆରେ ପ୍ରସାରିତ ଫୁଟେଜ ଅନୁସାରେ ରାପର୍ ଜଣକ ହେଉଛନ୍ତି ରିଲୋ ହୁଞ୍ଚୋ।

Related Articles

Back to top button