ଅନ୍ୟାନ୍ୟ

ମେକ୍ସିକୋ ମହିଳା ଡିସ୍କ ଜକି ଙ୍କୁ ବାରମ୍ବାର ଦୁଷ୍କର୍ମ

ଜଣେ ୩୧ ବର୍ଷୀୟା ମେକ୍ସିକୋ ମହିଳା ଡିସ୍କ ଜକି ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ବାନ୍ଦ୍ରା ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ପୀଡ଼ିତା ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ପରେ ଡିଜେ ଭାବରେ କାମ କରୁଥିବା ୩୫ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣକ ୨୦୧୯ରୁ ଅନେକ ଥର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

Related Articles

Back to top button