କ୍ରୀଡ଼ା

ମେଲବୋର୍ନ ଷ୍ଟାର ଦଳର ଉଇକେଟକିପର ସାମ୍‌ ହାର୍ପର ମୁଣ୍ଡରେ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି

ମେଲବୋର୍ନ ଷ୍ଟାର ଦଳର ଉଇକେଟକିପର ସାମ୍‌ ହାର୍ପର ମୁଣ୍ଡରେ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମେଲେବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ଟ୍ରେନିଂ ସେସନ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ସାମ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଛି।

ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

Related Articles

Back to top button