କ୍ରୀଡ଼ା

ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି

ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା।

ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ ରାଞ୍ଚିରେ ବିଜୟ ପରେ ଭାରତୀୟ ଟିମ୍‌ର ଖେଳାଳିଙ୍କୁ ବଡ଼ ଉପହାର ମିଳିଛି। ସେଇଟି ହେଲା ଖେଳାଳିମାନଙ୍କୁ ରାଞ୍ଚି ଟେଷ୍ଟ ପରେ ଘରକୁ ଯିବାକୁ ଅନୁମତି ମିଳିଛି।

Related Articles

Back to top button