କ୍ରୀଡ଼ା

ନୂଆ ଜୀବନ ଦେଲେ ଶାମୀ

ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ଅନେକ ମ୍ୟାଚରେ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଛି ।

ତେବେ ଖେଳ ବ୍ୟତୀତ ବର୍ତ୍ତମାନ ତାଙ୍କର ଆଉ ଏକ କାମକୁ ନେଇ ଏବେ ସବୁଆଡ଼େ ତାଙ୍କର ପ୍ରଶଂସା କରାଯାଉଛି । ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରି ନୂଆ ଏକ ଜୀବନ ଦେଇଛନ୍ତି ମହମ୍ମଦ ଶାମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com