Featuredଜାତୀୟ

ଦୋକାନୀକୁ ରସୁଣ କିଲୋ କେତେ ପଚାରି ବୁଝିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାର୍କେଟରେ ଦର କଷିଲେ ରାହୁଲ ଗାନ୍ଧୀ । ମହିଳାମାନଙ୍କ ସହ ମିଶି ଏକ ପରିବା ମାର୍କେଟରେ ଦରଦାମ ବୁଝିଲେ ଏଓପି ରାହୁଲ ଗାନ୍ଧୀ । ଦୋକାନୀକୁ ରସୁଣ କିଲୋ କେତେ ବୋଲି ପଚାରିବା ସହ କାହିଁକି ଏପରି ମହଙ୍ଗା ବଢୁଛି ଓ ଏହାର କାରଣ କ’ଣ ବୋଲି ଲୋକଙ୍କଠୁ ପଚାରି ବୁଝିଥିଲେ ।
ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଳିକ କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com