Featuredଓଡ଼ିଶା

ନବ ଦାସଙ୍କ ପୁଅଙ୍କ ନାଁରେ ରୁଜୁ ହେଲା ମାମଲା

ଛତିଶଗଡ: ନବ ଦାସଙ୍କ ପୁଅଙ୍କ ନାଁରେ ରୁଜୁ ହେଲା ମାମଲା । ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କରିଛି ଛତିଶଗଡ ପୁଲିସ । ବିଏନଏସର ଧାରା ୩୩୧/୧,୧୯୧ /୨ରେ ମହାସମୁନ୍ଦ ସରେଇକେଲା ପୁଲିସ ଷ୍ଟେସନରେ ରୁଜୁ ହୋଇଛି ଏହି ମାମଲା । ବିଶାଲ ଏକା ନୁହଁନ୍ତି ତାଙ୍କ ସହ ତାଙ୍କ ସହଯୋଗୀଙ୍କ ନାଁରେ ମଧ୍ୟ ଏହି ମାମଲାକୁ ଦାୟର କରାଯାଇଛି । ଗତକାଲି ରାତି ୨ଟାରେ ଛତିଶଗଡ ପୁଲିସ ବିଶାଲ ଓ ତାଙ୍କ କିଛି ସହଯୋଗୀଙ୍କୁ ଅଟକ ରଖିଥିଲା । ଏନେଇ ଏକ ଭିଡିଓ ମଧ୍ୟ ବିଶାଲଙ୍କ ପକ୍ଷରୁ ଜାରି କରାଯାଇଥିଲା । ଯାହାକୁ ନେଇ ପୂର୍ବତନ ବିଧାୟିକା ଦିପାଳୀ ଦାସ ତଥା ବିଶାଲଙ୍କ ଭଉଣୀ ମଧ୍ୟ ବିରୋଧ କରି ମୋହନ ସରକାରଙ୍କୁ ଦାୟୀ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com