Breaking NewsFeaturedଜାତୀୟରାଜନୀତି

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ -୨ ଭାବରେ ନିଯୁକ୍ତ ହେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଓଡ଼ିଆ IAS ଅଫିସର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବଡ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ -୨ ଭାବରେ ତାଙ୍କୁ ନିଯୁକ୍ତ କରାଯାଇଛି । ଶକ୍ତିକାନ୍ତ ଦାସଙ୍କର ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିସାରିଛି । ପୂର୍ବରୁ RBI ର ଗଭର୍ଣ୍ଣର ଭାବରେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି ଶକ୍ତିକାନ୍ତ ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com