ଜାତୀୟ

ବିହାର ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଲା ଜାତିଗତ ଜନଗଣନା

ବିହାର ବିଧାନସଭାରେ ଜାତିଗତ ଜନଗଣନା ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବା ପୂର୍ବରୁ ଜାତିଗତ ଜନଗଣନାରେ ଆର୍ଥିକ ଓ ଶିକ୍ଷା ପରିସଂଖ୍ୟାନ ସାମ୍ନାକୁ ଆସିଥିଲା ।

ବିହାର ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଲା ଜାତିଗତ ଜନଗଣନା। ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ ବା ସ୍ନାତକ ପାସ୍ କରିପାରିଛନ୍ତି। ୨୫.୯ ପ୍ରତିଶତ ଲୋକ ଏବେ ବି ଗରିବ ସୀମାରେଖା ତଳେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com