ମନୋରଞ୍ଜନ

ରଣବୀର ସିଂ ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି

ବଲିଉଡ ଅଭିନେତା ରଣବୀର ସିଂ ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ଏହି ଦୁଇଟି ଫ୍ଲାଟକୁ ମୋଟ ୧୫.୨୫ କୋଟିରେ ବିକ୍ରି କରାଯାଇଛି।

ରଣବୀର ସିଂ ଏହି ଦୁଇଟି ଫ୍ଲାଟକୁ ଡିସେମ୍ବର ୨୦୧୪ରେ ଫ୍ଲାଟ ପିଛା ୪.୬୪ କୋଟି ଟଙ୍କାରେ କିଣିଥିଲେ। ଏହି ଦୁଇଟି ଫ୍ଲାଟ ମୁମ୍ବାଇର ଗୋରେଗାଓଁରେ ଅବସ୍ଥିତ। ଫ୍ଲାଟର ଷ୍ଟାମ୍ପ ଡ୍ୟୁଟି ବିଷୟରେ କହିବାକୁ ଗଲେ ଏହା ଫ୍ଲାଟ ପ୍ରତି ୪୫.୭୫ ଲକ୍ଷ ଟଙ୍କା।

Related Articles

Back to top button