କ୍ରୀଡ଼ା

ପୁରୀରେ ଭାରତୀୟ ପୁରୁଷ ହକି ଦଳ

ପୁରୀରେ ଭାରତୀୟ ପୁରୁଷ ହକି ଦଳ। ଆଗାମୀ ଅଷ୍ଟ୍ରେଲିଆ ଟେଷ୍ଟ ଟୁରକୁ ସଫଳ କରିବା ଲକ୍ଷ୍ୟରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛି ଦଳ।ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛି ହକି ଦଳ।

ସ୍ୱତନ୍ତ୍ର ବସ ଯୋଗେ ପୁରୀ ପହଞ୍ଚିଥିଲେ।ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲ୍ଲୀପ ତିର୍କିଙ୍କ ଆସିଥିବା ବେଳେ ଦଳ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି।ଭୁବନେଶ୍ୱର ଠାରେ ଦଳର କ୍ୟାମ୍ପ ଜାରି ରହିଥିବା ବେଳେ ଆଗାମୀ ୨୯ ତାରିଖରୁ ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ ଖେଳିବ।

Related Articles

Back to top button