Breaking NewsFeaturedଓଡ଼ିଶା

ଲୋକସେବା ଭବନରେ ନବ ଦାସଙ୍କ ପତ୍ନୀ

ଭୁବନେଶ୍ୱର: ଲୋକସେବା ଭବନରେ ପହଞ୍ଚିଲେ ନବ ଦାସଙ୍କ ପତ୍ନୀ । ପୂର୍ବତନ ବିଧାୟିକା ତଥା ନବ ଦାସଙ୍କ ଝିଅ ଦିପାଳୀ ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି । ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ସ୍ତ୍ରୀ ମୀନତି ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com