ଓଡ଼ିଶା

ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳକୁ ଛାଡ଼ି ଦେଲେ ରାଜଧାନୀ ଉପକଣ୍ଠରେ ବି ‘୫-ଜି’ ସେବା ଠିକ୍‌‌ ଭାବେ ମିଳି ପାରୁନାହିଁ

ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳକୁ ଛାଡ଼ି ଦେଲେ ରାଜଧାନୀ ଉପକଣ୍ଠରେ ବି ‘୫-ଜି’ ସେବା ଠିକ୍‌‌ ଭାବେ ମିଳି ପାରୁନାହିଁ। ତେଣୁ ଜିଲ୍ଲା ଗୁଡ଼ିକରେ କିଭଳି ୫-ଜି ସେବା ଉପଭୋକ୍ତାଙ୍କୁ ମିଳୁଥିବା ଏଥିରୁ ସ୍ପଷ୍ଟ ଅନୁମେୟ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରଚାରକୁ ବିଶ୍ୱାସ କରି ୫-ଜି ଫୋନ୍‌‌ କିଣିଥିବା ଲୋକ ଏବେ ପଶ୍ଚାତାପ କରୁଛନ୍ତି। କାରଣ ସହରର ମୁଖ୍ୟ ଅଞ୍ଚଳକୁ ବାଦ୍‌‌ ଦେଲେ ଗାଁ ଅନ୍ୟ କେଉଁଠି ଏହି ସେବା ମିଳୁନି।

Related Articles

Back to top button
WP Twitter Auto Publish Powered By : XYZScripts.com