Breaking NewsFeaturedଓଡ଼ିଶାରାଜନୀତି

ହ୍ୱିସିଲ ମାରି କଂଗ୍ରେସର ପ୍ରତିବାଦ; ଗୃହ ୧୨ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର: ଚାଲି ପାରିଲାନି ଗୃହ । ହ୍ୱିସିଲ ମାରି ପ୍ରତିବାଦ କଲା କଂଗ୍ରେସ । ପ୍ରଶ୍ନକାଳ ଚାଲିଥିବା ବେଳେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । କିନ୍ତୁ କଂଗ୍ରେସର ସଦସ୍ୟମାନେ ନାରୀ ସୁରକ୍ଷାକୁ ନେଇ ହ୍ୱିସିଲ ମାରି କରିଥିଲେ ବିରୋଧ । ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ଏଥିରୁ ବିରତ ରହିବାକୁ ଅନୁରୋଧ କରଥିଲେ । କିନ୍ତୁ ଶୁଣିନଥିଲେ କଂଗ୍ରେସ ବିଧାୟକମାନେ । ଶେଷରେ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com