ଜାତୀୟମନୋରଞ୍ଜନ

ବନ୍ଦ ହୋଇଗଲା ସୁଶାନ୍ତଙ୍କ କେସ୍, କ୍ଲିନଚିଟ ପାଇଲେ ରିୟା

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ସୁଶାନ୍ତଙ୍କ କେସ । ଦାଖଲ ହେଲା ରିପୋର୍ଟ । କ୍ଲିନଚିଟ ପାଇଲେ ରିୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ । ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା କ୍ଲିନଚିଟ୍ । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ରିଆଙ୍କ ଭାଇ ସୌଭିକ ଓ ସୋସିଆଲ ମିଡିଆାର ସତ୍ୟମେବ ଜୟତେ ଲେଖା ପୋଷ୍ଟ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଛି ସିବିଆଇ। ୧୪ ଜୁନ୍ ୨୦୨୦ରେ ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ।

Related Articles

Back to top button
WP Twitter Auto Publish Powered By : XYZScripts.com