ଓଡ଼ିଶା

ଏକାଥରେ ପାଇବେ ସୁଭଦ୍ରା ଯୋଜନାର ୩ଟି କିସ୍ତି, କେଉଁମାନଙ୍କୁ ଦେଖନ୍ତୁ

ପୁରୀ : ନୂତନ ହିତାଧିକାରୀଙ୍କୁ ଏକକାଳୀନ ୧୦୦୦୦ ଟଙ୍କା ସୁଭଦ୍ରା ସହାୟତା ମିଳିଛି । ପୂର୍ବରୁ ବାଦ ପଡ଼ିଥିବା ଓ ନୂତନ ଭାବରେ ଆବେଦନ କରିଥିବା ପ୍ରାୟ ୨ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ତେବେ ଯେଉଁମାନେ ରିଜେକ୍ଟ ହୋଇଛନ୍ତି ସେମାନେ ପ୍ରମାଣ ସହିତ ବିଡିଓଙ୍କୁ ଦେଖା କରି କ୍ଲିୟରାନ୍ସ ଆଣନ୍ତୁ । ସବୁ ଠିକ୍ ହେଲେ ଏକକାଳୀନ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଦିଆଯିବ । ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com