ଓଡ଼ିଶାଜାତୀୟ

ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର । ବିଶେଷକରି ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ କିପରି ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ ସେ ନେଇ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଡିଜିପିଙ୍କ ସହିତ ଆଲୋଚନା ହୋଇଥିବା ପ୍ରଭାତୀ କହିଛନ୍ତି । କଣ ପଦକ୍ଷେପ ନିଆଯିବ ସେ ନେଇ ପ୍ରଭାତୀ କହିଛନ୍ତି । ଅଧିକ ଜାଣିବା ପାଇଁ ଭିଡିଓରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com