
ମୁମ୍ବାଇ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ଷ୍ଟିଲ-୨୦୨୫ ସମ୍ମିଳନୀରେ ଯୋଗଦେଇ ଜାତୀୟ ଓ ଅନ୍ତର୍ଜାତୀୟ ଇସ୍ପାତ କମ୍ପାନୀମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ଅନକୂଳ ବାତାବରଣ ସହ ପର୍ଯ୍ୟାପ୍ତ କଞ୍ଚାମାଲ, ଦକ୍ଷ ମାନବ ସମ୍ବଳ ଓ ବଳିଷ୍ଠ ଭିତ୍ତିଭୂମି ସମ୍ପର୍କରେ ଅବଗତ କରାଇଛନ୍ତି । ଦେଖନ୍ତୁ ଭିଡିଓ…