ଐତିହ୍ୟ ଓ ସଂସ୍କୃତିଜାତୀୟ
ଉଦ୍ଘାଟନ ପୂର୍ବରୁ ମନ୍ଦିର ବୁଲିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହେବ ନୀଉ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଏହି ମନ୍ଦିରର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଏପ୍ରିଲ ୩୦ ଅର୍ଥାତ୍ ଆସନ୍ତାକାଲି ଏହାର ପ୍ରତିଷ୍ଠା ହେବାକୁ ଥିବାବେଳେ ସମସ୍ତ କାର୍ଯ୍ୟକୁ ତଦାରଖ ନିଜେ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…