ଅନ୍ତର୍ଜାତୀୟଓଡ଼ିଶାଜାତୀୟଶିକ୍ଷା

ଯୁଦ୍ଧ ପରିସ୍ଥିତି ପାଇଁ କାଶ୍ମୀରରୁ ଫେରୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର :   କାଶ୍ମୀରରୁ ଫେରୁଛନ୍ତି ଓଡିଆ ପିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, କାଶ୍ମୀର  ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଖୋଲାଯାଇଛି  ରେସିଡେନ୍ସିଆଲ କମିଶନ  କାର୍ୟ୍ୟାଳୟର  ହେଲ୍ପ ଡେସ୍କ । ଏହା ୨୪ ଘଣ୍ଟା କାମ କରୁଛି । ଏହାର ସହାୟତାରେ ଜମ୍ମୁ- କାଶ୍ମୀରରେ ରହି ପଢୁଥିବା ପିଲାଙ୍କୁ ପ୍ରଥମେ ଦିଲ୍ଲୀ ଅଣାଯାଇ ସେଠାରୁ ଓଡିଶା ଅଣାଯିବାର ବ୍ୟବସ୍ଥା କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବଢୁଥିବାରୁ ଏବେ ସାରା ଦେଶରେ ଯେଭଳି ସ୍ଥିତି ଉପୁଜିଛି ସେଥିପାଇଁ ସରକାର ସଜାଗ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com