ଓଡ଼ିଶା

ସ୍ବୟଂସହାୟକ ଗୋଷ୍ଠୀ ସଭାପତିରୁ ଯାଜପୁର ବିଧାନସଭା ଆସନରୁ ବିଜେଡିର ବିଧାୟିକା ପ୍ରାର୍ଥୀ ରୂପେ ଚୟନ ହୋଇଛନ୍ତି ଦଶରଥପୁର ବ୍ଲକ୍‌ର ସୁଜାତା ସାହୁ

ସ୍ବୟଂସହାୟକ ଗୋଷ୍ଠୀ ସଭାପତିରୁ ଯାଜପୁର ବିଧାନସଭା ଆସନରୁ ବିଜେଡିର ବିଧାୟିକା ପ୍ରାର୍ଥୀ ରୂପେ ଚୟନ ହୋଇଛନ୍ତି ଦଶରଥପୁର ବ୍ଲକ୍‌ର ସୁଜାତା ସାହୁ। ତାହା ପୁଣି ଯାଜପୁର ଆସନରୁ ଲଗାତାର ତିନିଥର ବିଜୟୀ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ବଦଳରେ।

ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକଦା ସୁଜାତା ସାହୁ ତରପଦା ପଞ୍ଚାୟତ ପେଣ୍ଠବାଡ଼ ଗ୍ରାମର ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଭାବେ କାର୍ଯ୍ୟ କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com