
“ଗ୍ରୀଷ୍ମକାଳରେ ଆମ୍ବର ଉପକାରିତା”
“ଗ୍ରୀଷ୍ମ ଋତୁ ଆସିଛି, ଏବଂ ସେଥିପାଇଁ ଆସିଛି ଫଳମାନଙ୍କ ରାଜା ଆମ୍ବ ।
କିନ୍ତୁ ଆପଣ ଜାଣନ୍ତି କି? ଆମ୍ବ କେବଳ ସ୍ୱାଦିଷ୍ଟ ନୁହେଁ, ଏହାର ଅନେକ ଉପକାରିତା ମଧ୍ୟ ଅଛି। ଚଲନ୍ତୁ, ଜାଣିବା ଏହି ଗ୍ରୀଷ୍ମକାଳରେ ଆମ୍ବ କାହିଁକି ଆପଣଙ୍କର ସ୍ରେଷ୍ଠ ସାଥୀ ହୋଇପାରିବ |
ଅମ୍ବର ଉପକାରିତା
୧. ପୋଷକତାରେ ଭରପୂର ଥାଏ ଆମ୍ବ :
“ଆମ୍ବ ରେ ଅଛି ଭିଟାମିନ A, C, ଓ E – ଯାହା ଉଜ୍ବଳ ଚର୍ମ, ଶକ୍ତିଶାଳୀ ପ୍ରତିରୋଧ ଶକ୍ତି, ଓ ସୁସ୍ଥ ଦୃଷ୍ଟି ପାଇଁ ଅତ୍ୟନ୍ତ ଜରୁରୀ।”
୨. ଶରୀରକୁ ଥଣ୍ଡା ଓ ହାଇଡ୍ରେଟେଡ୍ ରଖିବାରେ ସାହାଯ୍ୟ କରେ :
“ଆମ୍ବରେ ଅଛି ଅଧିକ ପାଣି, ଯାହା ଗ୍ରୀଷ୍ମ ତାପରେ ଶରୀରକୁ ଠଣ୍ଡା ଓ ତରଳ ରଖିଥାଏ।”
୩. ପଚନ ଶକ୍ତି ବୃଦ୍ଧି କରେ :
“ଆମ୍ବରେ ଥିବା ଏନ୍ଜାଇମ୍ସ ଦ୍ୱାରା ଖାଦ୍ୟ ପଚନ ସହଜ ହୁଏ, ଓ ଗ୍ରୀଷ୍ମ ଦିନର ଅପଚୟ ବା ବାଥାରେ ଏହା ଉପକୃତ।”
୪. ଚର୍ମ ଓ କେଶ ପାଇଁ ଉତ୍ତମ :
“ଆମ୍ବ ରେ ଥିବା ପୋଷକ ଉପାଦାନ ଚର୍ମକୁ ଉଜ୍ଜ୍ୱଳ କରେ, ଓ ରୋମକୁ ସୁସ୍ଥ ରଖେ।”
୫. ପ୍ରାକୃତିକ ଶକ୍ତି ଦାତା :
“ଆମ୍ବର ସ୍ବାଭାବିକ ଚିନି (ଗ୍ଲୁକୋଜ୍ ଓ ଫ୍ରକ୍ଟୋଜ୍) ଆପଣଙ୍କୁ ଏକ ତୁରନ୍ତ ଶକ୍ତି ଦିଏ – ବିଶେଷ କରି ବ୍ୟାୟାମ ପୂର୍ବରୁ କିମ୍ବା ମଧ୍ୟାନ୍ହ ବେଳେ।”
“ତେଣୁ, ଏହି ଗ୍ରୀଷ୍ମକାଳରେ କୃତ୍ରିମ ସ୍ନାକ୍ସ କୁ ଛାଡ଼ନ୍ତୁ – ଏବଂ ଚୟନ କରନ୍ତୁ ପ୍ରାକୃତିକ ମିଠା ଓ ପୋଷକ ଆମ୍ବ!
ସୁସ୍ଥ ରୁହନ୍ତୁ, ଶିତଳ ରୁହନ୍ତୁ – ଆମ୍ବ ସହିତ।