ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ଯୁଦ୍ଧ ପରିସ୍ଥିତି ଲାଗି ଭୁବନେଶ୍ୱରରୁ ଆବୁଧାବି ଯାତ୍ରା ବାତିଲ

 

ଭୁବନେଶ୍ୱର ୨୫|୦୬ : ଯୁଦ୍ଧ ପରିସ୍ଥିତି ଯୋଗୁଁ ଇଣ୍ଡିଗୋ ଭୁବନେଶ୍ୱରରୁ ଆବୁଧାବି ଅଭିମୁଖେ ଯାତ୍ରାକୁ ବାତିଲ କରିଦେଇଛି। ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ 6E 1442 ଏବଂ ଆବୁଧାବିରୁ ଭୁବନେଶ୍ୱରକୁ ଉଡ଼ାଣ 6E 1441 ବାତିଲ କରାଯାଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଛି। ଯୁଦ୍ଧ ପରିସ୍ଥିତି ଯୋଗୁଁ ଇଣ୍ଡିଗୋ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ ବାତିଲ କରିଛି।

ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ 6E 1442 ଏବଂ ଆବୁଧାବିରୁ 6E 1441 ବାତିଲ କରାଯାଇଛି। ଯୁଦ୍ଧ ଯୋଗୁଁ ଇଣ୍ଡିଗୋ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ 6E 1442 ଏବଂ ଆବୁଧାବିରୁ 6E 1441 ବାତିଲ କରିଛି। ଯୁଦ୍ଧ ଯୋଗୁଁ ଆକାଶପଥ ଉପରେ କଟକଣା ଲାଗୁ କରାଯାଇଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ 12 ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଆବୁଧାବି ବିମାନ ସେବା ଆରମ୍ଭ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com