ଓଡ଼ିଶା

ପିଡୀତଙ୍କ ଭିଡିଓ ରେକଡିଂକୁ ସରକାରର ଅଣଦେଖା

ଭୁବନେଶ୍ୱର ୧୫|୦୭ : ଦୀର୍ଘ ଛ’ଅ ମାସର ଲଢେଇ ଲଢୁଥିଲେ ସୌମ୍ୟାଶ୍ରୀ ବିଶି | ମାନସିକ ଓ ଶାରୀରିକ ନିର୍ଯାତନାରେ ଅସହ୍ୟ ଥିଲେ ସୌମ୍ୟାଶ୍ରୀ | ପ୍ରିନ୍ସିପାଲଙ୍କ ଠୁ ଆରମ୍ଭ କରି ସାଂସଦ , ବିଧାୟକଙ୍କୁ ମଧ୍ୟ ନ୍ୟାୟ ମାଗିଥିଲେ ସୌମ୍ୟାଶ୍ରୀ | ହେଲେ ତାଙ୍କର ଗୁହାରି କାହା କାନରେ ପଡ଼ିନଥିଲା | ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ରେକଡିଂ ମାଧ୍ୟମରେ ତାଙ୍କ ଯନ୍ତ୍ରଣା କଥା ସୂଚନା ଦେଇଥିଲେ ସୌମ୍ୟାଶ୍ରୀ | ହେଲେ ତାଙ୍କର ଗୁହାରି କାହା କାନରେ ପଡିନଥିଲେ | ତେବେ ଏତେ ସବୁ ଘଟଣା ପରେ କଣ କରୁଥିଲା ସରକାର ତାହାକୁ ନେଇ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ |

Related Articles

Back to top button