Uncategorizedଓଡ଼ିଶାମନୋରଞ୍ଜନ

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବ ‘ଅଲିଅଳି ରାଜଜେମା’

ଭୁବନେଶ୍ୱର, ଅମରେଶ ପତିଙ୍କ ନୂଆ ସିନେମା ‘ଅଲିଅଳି ରାଜଜେମା’ର ପ୍ରିମିୟର ହେବାକୁ ଯାଉଛି। ‘ତରଙ୍ଗ’ ଚ୍ୟାନେଲ୍ ପାଇଁ ପ୍ରସ୍ତୁତ ଏହି ଟେଲି ସି‌ନେମାର ପ୍ରଯୋଜନା କରିଛନ୍ତି ସଞ୍ଜୀବ ଦ୍ବିବେଦୀ।

ଏଥିରେ କୁକିଜ୍ ସ୍ବାଇଁ, ସନ୍ଦୀପ, ପୃଥ୍ବୀରାଜ, ରାଜଲକ୍ଷ୍ମୀ ଓ ଅଳକା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକ କୁକିଜଙ୍କୁ ଦୁଇଟି ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତାକାଲି (୨୪ ତାରିଖ) ‘ଅଲିଅଳି ରାଜଜେମା’ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବ।

Related Articles

Back to top button