Uncategorizedଅନ୍ୟାନ୍ୟଜାତୀୟଜୀବନଶୈଳୀ

କୁମାର ସାନୁ ରହୁଥିଲେ ଲିଭି- ଇନ ରେ

ଭୁବନେଶ୍ୱର,  ,‘ହମ୍ ସାଥ୍-ସାଥ୍ ହେ’, ତଲାସ୍, ଖିଲାଡି, ମୋହରା, ବେଟା ଭଳି ଫିଲ୍ମରେ କାମ କରିଛନ୍ତି ଅଭିନେତ୍ରୀ କୁନିକା ସଦାନନ୍ଦ। ହିନ୍ଦୀ ଚଳଚ୍ଚିତ୍ରରେ,ନକାରାତ୍ମକ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କୁନିକା ସଦାନନ୍ଦ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି।

ଅଭିନେତ୍ରୀ କୁନିକା ସଦାନନ୍ଦ ସମ୍ପ୍ରତି ଏକ ସାକ୍ଷାତକାରରେ କୁମାର ସାନୁଙ୍କ ସହିତ ତାଙ୍କ ଡେଟିଂ ଜୀବନ ବିଷୟରେ କହିଥିଲେ। ଏହି ସମୟର ସେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।ଏକ ଭାବପ୍ରବଣ ମୁହୂର୍ତ୍ତକୁ ମନେ ପକାଇ କୁନିକା କହିଛନ୍ତି, “ଥରେ ରାତ୍ରୀଭୋଜନ ସମୟରେ ସାନୁ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ଜୋରରେ କାନ୍ଦିବାକୁ ଲାଗିଥିଲେ।ସେ ହୋଟେଲ ଝରକାରୁ ଡେଇଁବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ତାଙ୍କ ଭଉଣୀ, ଭଣଜା ଏବଂ ମୁଁ ମିଶି ତାଙ୍କର ଯତ୍ନ ନେଉଥିଲୁ। ସେ ବହୁତ ଦୁଃଖିତ ଥିଲେ କାରଣ ସେ ବିବାହ ଭାଙ୍ଗିବାକୁ ଚାହୁଁନଥିଲେ କିମ୍ବା ପିଲାମାନଙ୍କଠାରୁ ଦୂରେଇ ଯିବାକୁ ଚାହୁଁନଥିଲେ।କୁନିକା କହିଥିଲେ , ଯେ ସେମାନେ ଉଭୟ ପ୍ରାୟ ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ। ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଯେତେବେଳେ କୁମାର ସାନୁଙ୍କ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ଏହି ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ସେ ତାଙ୍କ କାରକୁ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଅଳ୍ପକେ ବଞ୍ଚିଗଲେ।

Related Articles

Back to top button