
ଭୁବନେଶ୍ୱର…ପ୍ରଦୂଷଣ ସାର୍ଟିଫିକେଟ ଥିଲେ ମିଳିବ ଷ୍ଟିକର ।ଜାନୁଆରୀ 10ରୁ ମିଳିବ ଗ୍ରୀନ ଷ୍ଟିକର ।
ପ୍ରୁଦୂଷଣ ନିୟମନ୍ତ୍ରଣ ସାର୍ଟିଫିକେଟ ପାଇଁ, ନିୟମ କଡାକଡି କରାଯାଇଥିବା ବେଳେ ଏବେ ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
PUCC ଥିଲେ ଆରଟିଓରୁ ମିଳିବ ଗ୍ରୀନ ଷ୍ଟିକର ।ତେବେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।
ଏହି ଗ୍ରୀନ୍ ଷ୍ଟିକର କିଭଳି ଦେଖାଯାଉଥିବ..କେଉଁଠୁ ମିଳିବ..କେବେ ମିଳିବ..ଏହି ଗ୍ରୀନ୍ ଷ୍ଟିକର କିଭଳି ଦେଖାଯାଉଥିବ.. ଏବେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟର ସମସ୍ତ RTO ଅଫିସରେ ଗ୍ରୀନ୍ ଷ୍ଟିକର ଉପଲବ୍ଧ ହେବ ।



