ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ଇରାନର ରକେଟ୍ ମାଡ଼ରେ କ୍ଷତିଗ୍ରସ୍ତ ଦୁବାଇ ସହର।

ଭୁବନେଶ୍ୱର ,ଇରାନର ରକେଟ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ୟୁଏଇର ଦୁବାଇ ସହର।

ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ରେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି।

ତେବେ ଇରାନର ଇଣ୍ଟରସେପ୍ଟର ଡିଫେନ୍ସ ସିଷ୍ଟମ, ଅନେକ ମିଜାଇକୁ ନଷ୍ଟ କରିଥିବା ଇରାନ ଦାବି କରିଛି।ଇରାନର ଆକ୍ରମଣରେ ଧ୍ବଂସସ୍ତୁପ ପାଲଟିଛି ଇସ୍ରାଏଲର ବହୁ ଅଞ୍ଚଳ।

ବାହାରିନରେ ଥିବା ଆମେରିକୀୟ ନୌସେନାର ମୁଖ୍ୟାଳୟ ନିକଟରେ ଏକ କୋଠା ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ୍।

ସେପଟେ କେନ୍ଦ୍ରୀୟ ଇସ୍ରାଏଲରୁ ମଧ୍ୟ ଆସିଛି କ୍ଷୟକ୍ଷତିର ଚିତ୍ର।

ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣର କଡ଼ା ଜବାବ ଦେଉଛି ଇରାନ ।

Related Articles

Back to top button