ଅନ୍ତର୍ଜାତୀୟ

ଭରତୀୟ ସେନା ପ୍ରତ୍ୟାହାର କର

ମାଳଦ୍ବୀପରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି ଭାରତକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଭାରତ ମହାସାଗର ଅନ୍ତର୍ଗତ ତଥା କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାଳଦ୍ବୀପର ୮ମ ରାଷ୍ଟ୍ରପତି ମୁଇଜୁ ଭାରତକୁ ଏହି ଆହ୍ବାନ ଜଣାଇଛନ୍ତି ।

ଭାରତର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ସହ ସାକ୍ଷାତ ବେଳେ ମାଳଦ୍ବୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ଲାଗି ତାଙ୍କ ଦେଶବାସୀ ଚାହାଁନ୍ତି ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com