ଅନ୍ୟାନ୍ୟଅପରାଧ

ମିଳିଲାଣି କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ୱର ,ମେନପୁର ଥାନା ବଡ଼ଗୋବରା ଓ ସାପଘାଟି ଜଙ୍ଗଲରେ ସ୍ପେଶାଲ୍ ଅପରେସନ ମାଧ୍ୟମରେ, ମାଓବାଦୀମାନେ ଲୁଚାଇ ରଖିଥିବା ଟଙ୍କା ଓ ବନ୍ଧୁକ, ଗୁଳି, ମାଓ ପୋଷାକ ଆଦି ସାମଗ୍ରୀ ଜବତ କରାଯାଇଛି।

ଏଯାଏଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ, ଲୁଚାଇ ରଖିଥିବା ୧କୋଟି ୮ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

ଜଙ୍ଗଲରେ କୋଟି କୋଟି ଟଙ୍କା ଲୁଚାଇ, ରଖିଛନ୍ତି ମାଓବାଦୀ ।

ଛତିଶଗଡ଼ ଜଙ୍ଗଲରୁ ପୁଣି ବିପୁଳ ପରିମାଣର, ମାଓ ସାମଗ୍ରୀ ସହିତ ୪୬ ଲକ୍ଷ ୩୧ ହଜାର ଟଙ୍କା ଜବତ କଲେ ସୁରକ୍ଷାକର୍ମୀ।

Related Articles

Back to top button