
ଭୁବନେଶ୍ୱର ,ବିକଶିତ ହେବାକୁ ଯାଉଛି ଓଡିଶା। ରାଜ୍ୟରେ ସନ୍ଧାନ ମିଳିଛି ଖଣିଜପଦାର୍ଥ।
ନୂଆପଡା କାଲମିଦାଦର ଠାରେ ହୀରାପଥଣ ଚିହ୍ନଟ ହୋଇଛି। ତାହା ସହ ଜୁନାଗଡ ବ୍ଲକ୍ ହୀଞ୍ଜିଳିବାହାଲ ଓ ଜିଲିଙ୍ଗିବାର ଠାରେ ମାଣିକ ଠାରେ ଆମେ ସନ୍ଧାନ ପାଇଛୁ ।
ଦେବଗଡ ଜିଲାରେ ତମ୍ବାବାହୀ ପଥର , ଗ୍ରାଫଇଟ, ନିକେଲ ସହ ସୁନା ଚିହ୍ନଟ ।
ମୟୂରଭଞ୍ଜ ଓ କେନ୍ଦୁଝର ମଧ୍ୟ ସୁନାପଥର ଥିବା ସନ୍ଧାନ ମିଳିଛି ବୋଲି ଖଣିମନ୍ତ୍ରୀ ସୂଚନା ଦେଇଛନ୍ତି।
ରାଜ୍ୟରେ ବିଭିନ୍ନ ସ୍ଥାନରେ ଖଣିଜପଦାର୍ଥ ଥିବା ଜଣାପଡିଛି।
ବିଧାନସଭା ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।




