Breaking News
ଆମ୍ ଆଦମୀ ପାର୍ଟି ପାଇଁ ବଡ଼ ଆଶ୍ୱସ୍ତି: ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ନିର୍ଦ୍ଦୋଷରେ ଖଲାସ!
ଦୋଷମୁକ୍ତ ହେଲା ପରେ କାନ୍ଦିଲେ କେଜେରିୱାଲ

ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ବଡ଼ ଖବର
ଦୋଷମୁକ୍ତ ହେଲେ କେଜେରିୱାଲ ଓ ମନୀଷ ସିସୋଦିଆ
‘ନୂଆ ଅବକାରୀ ନୀତିରେ କୌଣସି ଅପରାଧିକ ଉଦ୍ଦେଶ୍ୟ ନଥିଲା’
କୋର୍ଟଙ୍କ ରାୟ ପରେ କାନ୍ଦିଲେ ଅରବିନ୍ଦ କେଜରିୱାଲ
ତଥ୍ୟ ଓ ପ୍ରମାଣ ଦେବାରେ ସିବିଆଇ ବିଫଳ କୋର୍ଟ
କୋର୍ଟଙ୍କ ରାୟ ପରେ କାନ୍ଦିଲେ ଅରବିନ୍ଦ କେଜରିୱାଲ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ




