ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟମନୋରଞ୍ଜନ
ଜଣାପଡ଼ିଲା ଫାଇନାଲ ମ୍ୟାଚ୍ ପାଇଁ ସୂର୍ଯ୍ୟକୁମାରଙ୍କ ଗେମପ୍ଲାନ !

ମୋବାଇଲ ନ୍ୟୁଜ 24×7; ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍-୨୦୨୬ ଫାଇନାଲ ମ୍ୟାଚ ଖେଳାଯିବ । ରବିବାର ଅହମ୍ମଦାବାଦ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଫାଇନାଲ ହୋଇଥିବାରୁ ବିଶ୍ୱ କ୍ରିକେଟର ନିଜର ଏହି ମ୍ୟାଚ୍ ଉପରେ ରହିଛି । ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲାବେଳେ ତୃତୀୟ ଥର ବିଜୟ ମୁକୁଟ ପିନ୍ଧିବା ଲକ୍ଷ୍ୟ ରଖିଛି । ସେହିପରି ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ହରାଇ ଫାଇନାଲ ଆସିଥିବାରୁ ନ୍ୟୁଜିଲାଣ୍ଡ ମଧ୍ୟ ଚାମ୍ପିଅନ ହେବାପାଇଁ ପ୍ରସ୍ତୁତ କରୁଛି ରଣନୀତି । ତେବେ ଫାଇନାଲ ମ୍ୟାଚରେ କେମିତି ରହିପାରେ ଭାରତର ଗେମପ୍ଲାନ? ସେ ନେଇ ମୋବାଇଲ୍ ନ୍ୟୁଜ 24×7କୁ ସାକ୍ଷାତ ଦେବା ଅବସରରେ କହିଛନ୍ତି କ୍ରିକେଟ୍ କୋଚ୍ କ୍ଷୀରୋଦ ବେହେରା –




