ଓଡ଼ିଶା
ନନ୍ଦନକାନନରେ ଭାଲୁ ମୃତ

ଭୁବନେଶ୍ବର: ନନ୍ଦନକାନନରୁ ପୁଣି ଏକ ଦୁଃଖଦ ଖବର । ଜୀବନ ହାରିଲା ଭାଲୁ । ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣା ଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଭାଲୁର ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ ଭାଲୁଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି ।





