![](https://i0.wp.com/odia.mobilenews24x7.com/wp-content/uploads/2022/06/1189248-kk-daughter-1654158406.jpg?resize=715%2C402&ssl=1)
ନୂଆଦିଲ୍ଳୀ: ପ୍ରସିଦ୍ଧ ଗାୟକ କେ.କେ.ଙ୍କ ମୃତ୍ୟୁରେ ସମଗ୍ର ଇଣ୍ଡଷ୍ଟ୍ରି ଭାଙ୍ଗି ପଡିଥିଲା । ଏହାରି ମଧ୍ୟରେ ତାଙ୍କ ଝିଅ ବାପାଙ୍କ ମନେ ପକାଇ ଏକ ନୋଟ ସେୟାର କରିଥିଲେ । ଯେଉଁଥିରେ ସେ କେତେ ଦୁଃଖିତ ଅଛନ୍ତି ତାହା ଜଣାପଡିଥିଲା । ବର୍ତ୍ତମାନ କେକେଙ୍କୁ ମନେ ପକାଇ ତମାରା ପିତାଙ୍କ ବିନା ପ୍ରଥମ ଥର ପାଇଁ ପିତୃ ଦିବସ ପାଳନ କରିଛନ୍ତି । କେବଳ ଏତିକି ହିଁ ନୁହେଁ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।
View this post on Instagram