ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଦଳରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ମହାରାଷ୍ଟ୍ରର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକ୍ରେ। ମଙ୍ଗଳବାର ରାଜ ଠାକରେ କହିଛନ୍ତି “ ସମସ୍ତେ ନୂପୁରଙ୍କ କ୍ଷମା ମାଗିବାକୁ କହୁଛନ୍ତି। ମୁଁ କିନ୍ତୁ ତାଙ୍କୁ ସମର୍ଥନ କରୁଛି। କାରଣ ଯାହା ସେ କହିଛନ୍ତି ତାଙ୍କ ପୂର୍ବରୁ ଡ. ଡାକିର ନାଇକ ସେଇ ସମାନ କଥା କହିଥିଲେ। ହେଲେ ତାଙ୍କୁ କ୍ଷମା ମାଗିବାକୁ କାହିଁକି କୁହାଯାଉ ନାହିଁ ?” ନୂପୁର ଶର୍ମାଙ୍କ ସହ ହିନ୍ଦୁ ଦେବୀ ଦେବତାଙ୍କୁ ବାରମ୍ବାର ଅପମାନିତ କରୁଥିବା ଅସଦୁଦ୍ଦିନ ଓୱେସୀଙ୍କୁ କଡ଼ା ନିନ୍ଦା କରିଛନ୍ତି ରାଜ ଠାକରେ। ତା ସହ ଶିବସେନାକୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାଇ ନାହାନ୍ତି।
Related Articles
Check Also
Close
-
RRB Group D 2022 ପରୀକ୍ଷା ତାରିଖ : ଜାଣନ୍ତୁ କେବେ ହେବ ପରୀକ୍ଷାMarch 15, 2022