ଭୁବନେଶ୍ୱର, ୧୭ /୧୦/୨୦୨୨- MBBS ଓ BDS ନାମଲେଖା ପାଇଁ ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ଥିବା ମେଡିକାଲ କଲେଜଗୁଡ଼ିକରେ ନାମଲେଖା ଲାଗି ୩ ହଜାର ୬୭୨ ଜଣ ଆବେଦନ କରିଥିବା ବେଳେ ୩ ହଜାର ୬୫୭ ଜଣଙ୍କ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ନିଟ୍ ପରୀକ୍ଷାରେ ଓଡ଼ିଶା ଟପର୍ ହୋଇଥିବା ପ୍ରିୟ ସୌମ୍ୟଦତ୍ତ ନାୟକ ଓଡ଼ିଶାରେ ପଢ଼ିବା ଲାଗି ନାମ ପଞ୍ଜୀକରଣ କରିଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀ ଉଭୟ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମର ରାଜ୍ୟ କୋଟାରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
Related Articles
Check Also
Close
-
ଦୋକାନୀଙ୍କୁ ଚକମା ଦେଲେ ଲୁଟେରା, ଆଖି ଆଗରୁ ଲୁଟିନେଲେ ୬୦ ହଜାରMarch 30, 2022