ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ ଧରି ଜଣେ ପ୍ରଫେସର ବିଭାଗୀୟ ମୁଖ୍ୟ ସହିତ ମେଡିକାଲର ଅଧ୍ୟକ୍ଷ ପଦରେ ରହିଆସୁଥିଲେ । ଜଣଙ୍କ ହାତରେ ଦୁଇଟି ଦାୟିତ୍ୱ ନ୍ୟସ୍ତ ରହିବା ଫଳରେ ପ୍ରଶାସନିକ ଓ ରୋଗୀ ସେବା ବାଧାପ୍ରାପ୍ତ ହେଉଥିଲା । ତେବେ ଏଣିକି ବିଭାଗୀୟ ମୁଖ୍ୟ କିମ୍ବା ପ୍ରଫେସର ଥିବା ଜଣେ ଡାକ୍ତର ଆଉ ଦୁଇଟି ପଦବୀରେ ରହିପାରିବେ ନାହିଁ ।
Related Articles
Check Also
Close
-
ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରAugust 6, 2022