Featured

ଡିସେମ୍ବର ୩୧ ରୁ ଏସବୁ ସ୍ମାର୍ଟଫୋନରେ କାମ କରିବନି ହ୍ୱାଟ୍ସଆପ୍ ! ତାଲିକାରେ ନାହିଁ ତ ଆପଣଙ୍କ ଫୋନ

ଭୁବନେଶ୍ୱର: ଆପଣ ପୁରୁଣା ସ୍ମାର୍ଟଫୋନ୍ କିମ୍ବା ଆଇଫୋନ୍ ବ୍ୟବହାର କରୁଛନ୍ତି କି ? ତେବେ ଏହି ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ଡିସେମ୍ବର ୩୧ ରୁ ହ୍ୱାଟ୍ସଆପ୍ କିଛି ପୁରୁଣା ସ୍ମାର୍ଟଫୋନରେ କାମକରିବା ବନ୍ଦ କରିଦେବ। ତାଲିକାରେ ଆଇଫୋନ୍ ବ୍ୟତୀତ ସାମସଙ୍ଗ, ସୋନି, LG ସହିତ ଅନେକ କମ୍ପାନୀର ସ୍ମାର୍ଟଫୋନ୍ ରହିଛି।

ଗିଜଚିନା (GizChina) ର ଖବର ଅନୁଯାୟୀ, ଏହି ନୂଆ ବର୍ଷରେ ହ୍ୱାଟ୍ସଆପ୍ ୪୯ ରୁ ଅଧିକ ସ୍ମାର୍ଟଫୋନରେ କାମ କରିବ ନାହିଁ। ଏହାର ଅର୍ଥ ହେଉଛି ତାଲିକାଭୁକ୍ତ ସ୍ମାର୍ଟଫୋନ୍ଗୁଡ଼ିକ କେବଳ ଡିସେମ୍ବର ୩୧,୨୦୨୨ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ କୁ ସମର୍ଥନ କରିବ । ଏହା ପରେ, ଯଦି ଆପଣଙ୍କର ଫୋନ୍ ଏହି ତାଲିକାରେ ଅଛି, ତେବେ ଆପଣ ନୂଆବର୍ଷରୁ ହ୍ୱାଟ୍ସଆପ୍ ସେବାକୁ ଉପଭୋଗ କରିବାକୁ ଅସମର୍ଥ ହେବେ।

ସ୍ମାର୍ଟଫୋନର ତାଲିକା
iPhone 5, iPhone 5c, Archos 53 Platinum, Grand S Flex ZTE, Grand X Quad V987 ZTE, HTC Desire 500, Huawei Ascend Dm Huawei Ascend D1, Huawei Ascend D2, Huawei Ascend G740, Huawei Ascend Mate, Huawei Ascend P1, Quad XL, Lenovo A820, LG Enact, LG Lucid 2, LG Optimus 4X HD, LG Optimus F3, LG Optimus F3Q, LG Optimus F5, LG Optimus F6, LG Optimus F7, LG Optimus L2 II, LG Optimus L3 II, LG Optimus L3 II Dual, LG Optimus L4 II, LG Optimus L4 II Dual, LG Optimus L5, LG Optimus L5 Dual, LG Optimus L5 II, LG Optimus L7, LG Optimus L7 II, LG Optimus L7 II Dual, LG Optimus Nitro HD, Memo ZTE V956, Samsung Galaxy Ace 2, Samsung Galaxy Core, Samsung Galaxy S2, Samsung Galaxy S3 mini, Samsung Galaxy Trend II, Samsung Galaxy Trend Lite, Samsung Galaxy Xcover 2, Sony Xperia Arc S, Sony Xperia miro, Sony Xperia Neo L, Wiko Cink Five, Wiko Darknight ZT

 

Related Articles

Back to top button
WP Twitter Auto Publish Powered By : XYZScripts.com