ନୂଆଦିଲ୍ଲୀ: ଭାରତୀୟ ଜିମନାଷ୍ଟ ଦୀପା କର୍ମକାରଙ୍କୁ ୨୧ ମାସ ପାଇଁ ବ୍ୟାନ କଲା ଇଣ୍ଟରନାସନାଲ ଟେଷ୍ଟିଂ ଏଜେନ୍ସି । ଡୋପ୍ ଟେଷ୍ଟ ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଆଇଟିଏ । ବର୍ଷେ ୯ ମାସ ଯାଏ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେନି ଦୀପା । ୧୧ ଅକ୍ଟୋବର ୨୦୨୧ରେ ହୋଇଥିବା ଆଣ୍ଟି ଡୋପିଂ ଟେଷ୍ଟରେ ଦୀପାଙ୍କୁ ବାସନ୍ଦ କରାଯାଇଛି । ୧୦ ଜୁଲାଇ ୨୦୨୩ ଯାଏ ତାଙ୍କ ଉପରେ କଟକଣା ଜାରି ରହିବ ।
Related Articles
Check Also
Close
-
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ । ୫ବର୍ଷ ତଳର ମାମଲାରେ ହାଜର ପାଇଁ ନୋଟିସ ।December 17, 2023