ଅନ୍ତର୍ଜାତୀୟ

ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ

ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ଇନ୍ଧନ ଅଭାବ ହେତୁ ପାକିସ୍ତାନର ଏଆରଲାଇନ୍ସ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି।

ବର୍ତ୍ତମାନ ପାକିସ୍ତାନରେ ଲାମିନେସନ ପେପରର ଅଭାବ ଯୋଗୁ ପାସପୋର୍ଟ ସଙ୍କଟ ଦେଖା ଦେଇଛି।ସୂଚନାଯୋଗ୍ୟ, ପାକିସ୍ତାନରେ ପାସପୋର୍ଟ ପାଇଁ ଲାମିନେସନ ପେପର ଫ୍ରାନ୍ସରୁ ମଗା ଯାଇଥାଏ। ଏବେ ଏହି ପେପରର ଅଭାବ ଯୋଗୁ ପାର୍ସପୋର୍ଟ ପ୍ରସ୍ତୁତିରେ ସମସ୍ୟା ଦେଖାଦେଇଛି।

Related Articles

Back to top button